ବିଜୁଳି ତାର ଖୁଣ୍ଟିରେ ଫସିଲା ଭାଲୁ, ପୋଷ୍ଟ ହଲୋ ଭାଇରାଲ

(special news) ଆମରେିକାର ଏରିଜୋନାରେ ଏକ ଜଙ୍ଗଲୀ ଭାଲୁ ଇଲକେଟ୍ରି ଖୁଣ୍ଟ ଉପରେ ଚଢ଼ିିଯିବାର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହବୋରେ ଲାଗିଛି । ପରେ ବିଜୁଳି ତାରରେ ଫସିଯାଇଥିଲା । ଗତ ସୋମବାର ଏହି ଘଟଣା ଘଟିଥିଲା । ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା ।

ସୂଚନା ମୁତାବିକ, ଗତ ସୋମବାର ଭାଲୁ Willcox ସିଟିରେ ଥିବା ଏକ ଇଲକେଟ୍ରି ଖୁଣ୍ଟ ଉପରେ ଚଢ଼ିଯାଇଥିଲା । ସଲଫର ସ୍ପ୍ରିଙ୍ଗସ୍ ଇଲକେଟ୍ରିକ ର୍କପୋରଟେିଭ ଦଖେିବା ପରେ ଜଣା ପଡିଲା ଯେ, ଭାଲୁଟି ଖୁଣ୍ଟରେ ଥିବା ତାରରେ ଫସିଯାଇଛି । କମ୍ପାନୀର ଲାଇନମ୍ୟାନ Werner Neubauer ତୁରନ୍ତ ଏହି ଲାଇନକୁ ବନ୍ଦ କରିଦେଇଥିଲେ । ଯେଉଁଥିପାଇଁ ଭାଲୁର ମୃତ୍ୟୁ ସଙ୍କଟ ଦୂର ହୋଇଯାଇଥିଲା ।

ପରେ ବକଟେ ଲିଫ୍ଟ ମାଧ୍ୟମରେ ଫାଇବର ଗ୍ଲାସରେ ଫସି ଥିବା ଭାଲୁକୁ ରକ୍ଷା କରାଯାଇଥିଲା । ପରେ ତାକୁ ଜଙ୍ଗଲରେ ଛଡାଗଲା । ଏବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହବୋରେ ଲାଗିଛି ।

Leave a Reply

Your email address will not be published. Required fields are marked *