ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ’ ଉପରେ ଲାଗିବନି ରହିତାଦଶେ

ଫିଲ୍ମ ନ୍ୟାୟ ଉପରେ ଲାଗିବନି ରହିତାଦଶେ। ସିନମୋ ଉପରେ ରହିତାଦଶେକୁ ନେଇ ଆବଦେନକୁ ଦିଲ୍ଲୀ ହାଇକୋର୍ଟଙ୍କ ଅଗ୍ରାହ୍ୟ। ନ୍ୟାୟ ଉପରେ ରହିତାଦଶେ ପାଇଁ ଅଭିନତୋ ସୁଶାନ୍ତ ସିଂ ରାଜପୁତଙ୍କ ବାପା କ୍ରିଷ୍ଣ କିଶୋର ସିଂ ଦିଲ୍ଲୀ ହାଇକୋର୍ଟରେ ଆବଦେନ କରିଥିଲେ।

ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ରରେ ତାଙ୍କ ବ୍ୟକ୍ତିଗତ ତଥ୍ୟରୁ ଅନକେ ବ୍ୟକ୍ତି ଫାଇଦା ଉଠାଇବାକୁ ଚାହୁଁଥିବାରୁ ଏହା ଉପରେ ରହିତାଦଶେ ପାଇଁ ଆବଦେନ କରିଥିଲେ।

ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ନରୁଲା ମାମଲାର ଶୁଣାଣି କରି ଏହା ଉପରେ ରହିତାଦଶେକୁ ଅଗ୍ରାହ୍ୟ କରିଛନ୍ତି। ସୁଶାନ୍ତଙ୍କ ବ୍ୟକ୍ତିଗତ ଜୀବନୀକୁ ର୍ଦଶାଇ ତାଙ୍କ ପରିବାରର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବାକୁ ଚଷେ୍ଟା କରାଯାଉଥିବା ଆବଦେନରେ ର୍ଦଶାଇଥିଲେ କ୍ରିଷ୍ଣ କିଶୋର ସିଂ।

 

Leave a Reply

Your email address will not be published. Required fields are marked *