ଏହି ଅଭିନତୋଙ୍କ ସହ ରିଲସେନଶିପରେ ଅଛନ୍ତି କ୍ୟାଟ୍ରିନା କୈଫ୍

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନତେ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ୍। କ୍ୟାଟ୍ରିନା ଓ ଭିକି କୌଶଲଙ୍କ ଡଟେିଂକୁ ନେଇ ଅନକେ ର୍ଚଚ୍ଚା ହୁଏ। ତବେେ ଦୁହେଁ ନିଜର ସମ୍ର୍ପକକୁ ନେଇ ସାର୍ବଜନୀନ ସ୍ତରରେ ସ୍ୱୀକାର କରିନାହାନ୍ତି। କିନ୍ତୁ ଅନକେ ସମୟରେ ଦୁହିଁଙ୍କୁ ପରସ୍ପର ଘର ବାହାରେ ଦଖେିବାକୁ ମିଳେ। କରଣ ଜୋହରଙ୍କ ‘କଫି ୱିଥ୍ କରଣ’ ଶୋ’ ପରେ ପରେ ହିଁ କ୍ୟାଟ୍ରିନା ଓ ଭିକିଙ୍କ ଡଟେିଂ ଗୁଜଜ ଆରମ୍ଭ ହୋଇଛି।

ଶୋ’ରେ କରଣ ଜୋହର ଖୁଲାସା କରିଛନ୍ତି ଯେ କ୍ୟାଟ୍ରିନା କୈଫ୍ ଭିକିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଏବଂ ଦୁହେଁ ଏକାଠି ମଧ୍ୟ ସ୍କ୍ରିନରେ ଭଲ ଦଖୋଯିବେ। ଏହି କଥାରେ ‘ଉରି’ ଅଭିନତୋ ବହେୋଶ ହବୋର ବାହାନା କରିଥିଲେ। କିନ୍ତୁ ଏବେ ର୍ହଷର୍ବଦ୍ଧନ କପୁର ଦୁହିଁଙ୍କ ସମ୍ର୍ପକକୁ ନେଇ ବଡ଼ ଖୁଲାସା କରିଛନ୍ତି।
ଅନୀଲ କପୁରଙ୍କ ପୁଅ ର୍ହଷର୍ବଦ୍ଧନ କପୁର କହିଛନ୍ତି ଯେ ଭିକି ଓ କ୍ୟାଟ୍ରିନା ଏକାଠି ଅଛନ୍ତି। ଜୁମରେ ‘By Invite Only Season 2’ରେ କଥାବାର୍ତ୍ତା ବଳେେ ର୍ହଷର୍ବଦ୍ଧନଙ୍କୁ ପଚରା ଯାଇଥିଲା ଯେ ସେ କେଉଁ ଇଣ୍ଡଷ୍ଟ୍ରୀର ରିଲସେନଶିପକୁ ସତ ମାନନ୍ତି? ଏହି ପ୍ରଶ୍ନର ଉତ୍ତର ଦେଇ ର୍ହଷର୍ବଦ୍ଧନ କହିଛନ୍ତି, ଭିକି ଓ କ୍ୟାଟ୍ରିନା ଏକାଠି ଅଛନ୍ତି, ଏହା ସତ ମଧ୍ୟ।

ର୍ହଷର୍ବଦ୍ଧନ କପୁର ର୍ବତ୍ତମାନ ନିଜର ଆଗାମୀ ସିରିଜ୍ ‘ରେ’ର ପ୍ରମୋସନ କରୁଛନ୍ତି। ନିକଟରେ ଏହି ୱବେ୍ ସିରିଜର ଟ୍ରଲେର୍ ରିଲିଜ୍ ହୋଇଛି। ଅଭିଷକେ ଚୌବେ, ଶ୍ରୀଜିତ୍ ମୁଖାର୍ଜୀ ଓ ବାସନା ବାଲାଙ୍କ ଦ୍ୱାରା ନିର୍ଦ୍ଦଶେିତ ଏହି ସିରିଜ୍ ଜୁନ୍ ୨୫ ତାରିଖରେ ନଟେଫ୍ଲିକ୍ସରେ ରିଲିଜ୍ ହବେ। ଏହି ସିରିଜରେ ମନୋଜ ବାଜପୟେୀ, କକେେ ମନେନ୍, ର୍ହଷର୍ବଦ୍ଧନ କପୁର, ରାଧିକା ମନେନ୍, ବସୁ ପ୍ରସାଦ, ଅନିନ୍ଦିତା ବୋସ, ଗଜରାଜ ରାଓ ଓ ବିଦିତା ବାଗ ନର୍ଜ ଆସିବେ।

ଅନ୍ୟପଟରେ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ ଏକ ରୋମାଣ୍ଟିକ ଫିଲ୍ମରେ ଏକାଠି ନଜର ଆସିବେ। କ୍ୟାଟ୍ରିନା କୈଫ୍ ଶଷେଥର ପାଇଁ ଇଂରାଜୀ ମିଡିୟମର ଗୀତ ‘କୁଡି ନୁ ନଚନେ’ରେ ଦଖେିବାକୁ ମିଳିଥିଲା । ତାଙ୍କ ହାତରେ ଏବେ ସୂର୍ଯ୍ୟବଂଶୀ, ଫୋନ୍ ଭୂତ ଓ ଟାଇର୍ଗ-3 ସମତେ ଅନକେ ପ୍ରୋଜକେ୍ଟ ରହିଛି। ଭିକି ଶଷେଥର ଲାଗି ଭୂତ୍ ଫିଲ୍ମରେ ନଜର ଆସିଥିଲେ। ଏହା ପରେ ତାଙ୍କ ପାଖରେ ର୍ସଦ୍ଦାର ଉଦ୍ଧମ ସିଂହ, ସାମ ବାହାଦୁର ଓ ‘ମିଷ୍ର୍ଟ ଲଲେ୍େ’ ଆଦି ଫିଲ୍ମ ଅଛି।

Leave a Reply

Your email address will not be published. Required fields are marked *