ଦିଲ୍ଲୀରେ ଉତ୍ତର ପ୍ରଦଶେ କସରତ, ୟୁପି ବିଜପେିରେ ସାଙ୍ଗଠନିକ ପରିର୍ବତ୍ତନ ସମ୍ଭାବନା

ନୂଆଦିଲ୍ଲୀ  : ଉତ୍ତରପ୍ରଦଶେ ବିଜପେିରେ ବଡ଼ ସାଙ୍ଗଠନିକ ପରିର୍ବତ୍ତନ ସମ୍ଭାବନା । ଏହାରି ଭିତରେ ଉତ୍ତରପ୍ରଦଶେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ । ଗତକାଲି ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଯୋଗୀ ଭଟେିଛନ୍ତି । ଆଜି ନରନେ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଯୋଗୀଙ୍କୁ ନେଇ ରାଜ୍ୟ ସଙ୍ଗଠନ ଓ ମନ୍ତ୍ରିମଣ୍ଡଳରେ ବଢ଼ି ଚାଲିଥିବା ଅସନ୍ତୋଷ ସମୟରେ ଯୋଗୀଙ୍କ ଏହି ଗସ୍ତ ବଶେ ଗୁରୁତ୍ୱପୂର୍ଣ୍ଣ । ଏହାସହ ପ୍ରଧାନମନ୍ତ୍ରୀ ନରନେ୍ଦ୍ର ମୋଦିଙ୍କ ସହ ଯୋଗୀଙ୍କ ଶୀତଳ ଯୁଦ୍ଧକୁ ନେଇ ଜୋରଦାର ର୍ଚଚ୍ଚା ଚାଲିଥିବାରୁ ଏହି ଗସ୍ତ ଆହୁରି ଗୁରୁତ୍ୱ ରଖୁଛି ।

ନିକଟରେ RSS ର୍କମର୍କତ୍ତା ଲକ୍ଷ୍ନୋରେ ଆଗାମୀ ନିର୍ବାଚନକୁ ନେଇ ମତାମତ ସଂଗ୍ରହ ବଳେେ ଅନକେ ସଭାପତି ପରିର୍ବତ୍ତନ ଓ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପାଇଁ ଦାବି କରିଥିଲେ । କରୋନା ଦ୍ୱିତୀୟ ଲହର ପରିଚାଳନା ନେଇ ଦଳ ଭିତରୁ ସମାଲୋଚନାର ଶିକାର ହୋଇଥିଲେ ଯୋଗୀ ଆଦିତ୍ୟନାଥ। ଉତ୍ତର ପ୍ରଦଶେ ବିଜପେିର ଗୋଟିଏ ଗୋଷ୍ଠୀ ଯୋଗୀ ସରକାରଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ । ଯାହା କନେ୍ଦ୍ର ନତେୃତ୍ୱକୁ ଚିନ୍ତାରେ ପକାଇଛି । ଆସନ୍ତା ର୍ବଷ ହବୋକୁ ଥିବା ୟୁପି ବିଧାନସଭା ନିର୍ବାଚନକୁ ଏହି ପ୍ରସଙ୍ଗ ପ୍ରଭାବିତ କରିପାରେ । ଜାତି ଓ ଆଞ୍ଚଳିକ ସମୀକରଣକୁ ଦୃଷ୍ଟିରେ ରଖି ନୂଆ ଚହେରୋକୁ ସାମିଲ କରାଯାଇପାରେ।

 

Leave a Reply

Your email address will not be published. Required fields are marked *