UG ଓ PG ପରୀକ୍ଷା ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗ ଦବେେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି

(bhubaneswar): ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ UG ଓ PG ପରୀକ୍ଷା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ର୍ଭଚ୍ଚୁଆଲ ମୋଡରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦବେେ । ଏଥିରେ ୟୁଜି ଓ ପିଜି ସମେିଷ୍ଟର ପରୀକ୍ଷା ସମ୍ର୍ପକରେ ଆଲୋଚନା କରାଯିବ । ଅନଲାଇନ୍‌ ଶିକ୍ଷା ସମ୍ର୍ପକରେ ଆଲୋଚନା କରାଯିବ ।

ତବେେ ମହାମାରୀ ସ୍ଥିତିରେ ପିଲାଙ୍କ ପରୀକ୍ଷା କିପରି ଆୟୋଜିତ ହବେ, ଅଫଲାଇନ୍‌ରେ ହବେ କି ପୂର୍ବ ର୍ବଷ ଭଳି ଅନଲାଇନରେ ହବେ, ଏ ସମ୍ର୍ପକରେ ଆଲୋଚନା ହବେ । କୁଳପତି ଓ ବିଭାଗୀୟ ଅଧିକାରୀଙ୍କ ମତାମତକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ ନବେ ।

 

Leave a Reply

Your email address will not be published. Required fields are marked *