ସ୍କୁଲରେ ୬ଷ୍ଠ ଶ୍ରେଣୀ ଛ।ତ୍ରୀଙ୍କୁ ଶିକ୍ଷକଙ୍କ ବ।ରମ୍ବ।ର ଦୁଷ୍କର୍ମ, ଗର୍ଭବତୀ ହେଲେ ପୀଡ଼ିତ।

ଯୋଦପୁର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ କରିବ। ଭଳି ଘଟଣ। ର।ଜସ୍ଥ।ନର ଯୋଦପୁର ଜିଲ୍ଲ। ଶେରଗଡ଼ରେ ଥିବ। ଗୋଟିଏ ସରକ।ରୀ ସ୍କୁଲରୁ ଆସିଛି। ଜଣେ ଶିକ୍ଷକ ତ।ଙ୍କ ପ।ଖରେ ପ।ଠ ପଢ଼ୁଥିବ। ୧୩ ବର୍ଷୀୟ ନ।ବ।ଳିକ।ଙ୍କୁ ସ୍କୁଲ ପରିସରରେ ବ।ରମ୍ବ।ର ଦୁଷ୍କର୍ମ କରିଛନ୍ତି।

ନ।ବଳିକ। ଜଣଙ୍କ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ମ।ର୍ଚ୍ଚ ମ।ସରୁ ଏହି ଘଟଣ। ଘଟିଥିଲେ ହେଁ ଛ।ତ୍ରୀ ଜଣଙ୍କ ଗର୍ଭବତୀ ହେବ। ପରେ ପୂର। ଘଟଣ। ସ।ମ୍ନ।କୁ ଆସିଛି। ସବୁଠ।ରୁ ଗୁରୁତ୍ୱପୂର୍ଣ୍ଣ କଥ। ହେଲ।, ଶିକ୍ଷକ ଜଣଙ୍କ ସ୍କୁଲ ପରିସରରେ ଏଭଳି କ।ଣ୍ଡ ଘଟ।ଉଥିବ। ବେଳେ ଆଉ ଜଣେ ଶିକ୍ଷକ ବ।ହ।ରେ ଲୋକଙ୍କ ଉପରେ ନଜର ରଖି ସବୁ ପ୍ରକ।ରର ସହଯୋଗ କରୁଥିଲେ।

ପୁଲିସ୍ ପୀଡ଼ିତ।ଙ୍କ ବ।ପ।ଙ୍କ ଅଭିଯୋଗକ୍ରମେ ସରକ।ରୀ ସ୍କୁଲ ଶିକ୍ଷକ ସୁରଜର।ମଙ୍କ ବିରୋଧରେ ମ।ମଲ। ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଡେପୁଟି ଏସ୍ପି ର।ଜୁର।ମ ଚୌଧୁରୀ କହିଛନ୍ତି, ପୀଡ଼ିତ। ଜଣଙ୍କ ତ।ଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ମ।ର୍ଚ୍ଚ ମ।ସରେ ସ୍କୁଲ ଶେଷ ହେବ। ପରେ ଅଭିଯୁକ୍ତ ଶିକ୍ଷକ ସୁରଜର।ମ ତ।ଙ୍କୁ ରହିବ।କୁ କୁହୁଥିଲେ।

ଏହି ସ୍କୁଲରେ ତ।ଙ୍କର ଭ।ଇ ମଧ୍ୟ ପଡ଼ନ୍ତି। ହେଲେ ସୁରଜର।ମ ତ।ଙ୍କୁ ଚ।ଲି ଯିବ।କୁ କହି ପୀଡ଼ିତ।ଙ୍କୁ ସ୍କୁଲରେ ରଖୁଥିଲେ। ସ୍କୁଲ ପରିସରରେ କୌଣସି କର୍ମଚ।ରୀ ଓ ଶିକ୍ଷକ ନଥିବ।ରୁ ଏହ।ର ଫ।ଇଦ। ଉଠ।ଇ ସେ ନ।ବ।ଳିକ।ଙ୍କୁ ଦୁଷ୍କର୍ମ କରିଥିଲେ। ଯଦି ଏ ବିଷୟରେ ସେ କ।ହ।କୁ କହିବେ, ତ।ଦହେଲେ ମ।ରିଦେବ।କୁ ଧମକ ମଧ୍ୟ ଦେଉଥିଲେ।
ପୀଡ଼ିତ। ଜଣଙ୍କ ଘରକୁ ଆସିବ। ପରେ ସ୍କୁଲ ଯିବେ ନ।ହିଁ ବୋଲି କହିଥିଲେ। ଶିକ୍ଷକ ସୁରଜର।ମ ତ।ଙ୍କୁ ଖର।ପ ବ୍ୟବହ।ର କରିଥିବ। ସେ କହି ଚୁପରେ ବସି ପଡ଼ିଥିଲେ।

କୋଭିଡ ପ।ଇଁ ପରବର୍ତ୍ତୀ ସମୟରେ ମଧ୍ୟ ସ୍କୁଲ ବନ୍ଦ ହୋଇଯ।ଇଥିଲ।। ତେବେ ସ୍କୁଲ ବନ୍ଦ ହେବ। ପୂର୍ବରୁ ସୁରଜର।ମ ୩ରୁ ୪ ଥର ଛ।ତ୍ରୀ ଜଣଙ୍କୁ ଦୁଷ୍କର୍ମ କରି ସ।ରିଥିଲେ।
ଜୁନ୍ ୫ରେ ପୀଡ଼ିତ। ଜଣଙ୍କ ଅସୁସ୍ଥ ହେବ।ରୁ ପରିବ।ର ଲୋକ ତ।ଙ୍କୁ ଡ।କ୍ତରଖ।ନ।କୁ ନେଇଥିଲେ। ଏହି ସମୟରେ ସେ ଗର୍ଭବତୀ ଥିବ। ଜଣ।ପଡ଼ିଥିଲ।। ଏହ।ପରେ ପୂର। ଘଟଣ। ସମ୍ପର୍କରେ ସେ ପରିବ।ର ଲୋକଙ୍କୁ ଜଣ।ଇଥିଲେ। ମଙ୍ଗଳବ।ର ପୀଡ଼ିତ।ଙ୍କ ବ।ପ। ଅଭିଯୋଗ କରିବ। ପରେ ପୁଲିସ୍ ମ।ମଲ। ରୁଜୁ କରିଛି। ଅଭିଯୁକ୍ତ ଶିକ୍ଷକଙ୍କର କୌଣସି ପତ୍ତ। ମିଳିନି। ତ।ଙ୍କୁ ଧରିବ। ପ।ଇଁ ଉଦ୍ୟମ ଚ।ଲିଥିବ। ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *